ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ: ଗାଡ଼ି ଯାଞ୍ଚ ବେଳେ ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ମଦୁଆଙ୍କୁ ଧରପଗଡ଼। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି ପୁଲିସ୍। ମଞ୍ଚେସ୍ଵର ଥାନା ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ପକ୍ଷରୁ ମିଳିତ ଭାବେ ହାଇଟେକ ଛକରେ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଧରାଯିବା ସହ ଗିରଫ ମଧ କରାଯାଉଛି। ଏପର୍ଯ୍ୟନ୍ତ ମଦ ପିଇ ଗାଡି ଚଲାଉଥିବା ଅଭିଯୋଗରେ ୨ ଜଣ ଡ୍ରାଇଭରକୁ ଗିରଫ କରାଯାଇଛି। ଏହାସହ ଲାଇସେନ୍ସ ଚେକିଙ୍ଗ, ଗାଡ଼ିର ଲାଇଟ୍ ସବୁ … Continue reading ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ: ଗାଡ଼ି ଯାଞ୍ଚ ବେଳେ ୨ ଗିରଫ